ମୟୁରଭଞ୍ଜ କରଞ୍ଜିଆ ବ୍ଲକ ଚାଂଚବଣି ଗାଁରୁ ଏକ ଗୋରୁ ବୋଝେଇ ଟ୍ରକ ଜବତ । ଏକ ଗାଡ଼ିରେ ଗୋରୁବୋଝେଇ ହୋଇ ଚାଲାଣ ହେଉଥିବା ବେଳେ, ଆଜି ସକାଳୁ ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କରାଯାଇଛି । କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଂଚି, ଗାଡ଼ିଟିକୁ ଜବତ କରିବା ସହିତ ଗାଡ଼ିରେ ଥିବା 10 ଟି ଗୋରୁଙ୍କୁ ଉଦ୍ଧାର କରିଛି ।
#ArgusNews #Odisha #Mayurbhanj #Cattle #Seized