କୋଡିଙ୍ଗାମାଳି ଅଂଚଳରେ ବେଆଇନ ଖଣି ଖନନ । ଯାହାକୁ ନେଇ ସ୍ଥାନୀୟ ଅଂଚଳର ଜନ ଅସନ୍ତୋଷ । ଲୋକେ ପ୍ରଦୂଷଣ ସମସ୍ୟା ଭୋଗ କରୁଥିବା ବେଳେ କମ୍ପାନୀ ସେମାନଙ୍କୁ ଚାକିରି ନଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉଛି । ଖାଲି ସେତିକି ନୁହେଁ ରାଜ୍ୟ ସରକାର ଘୋଷଣା ମୁତାବକ କଂଶାରିଗୁଡା ବିଶୋଧନଗାରା ପ୍ରକଳ୍ପ ଏବେସୁଦ୍ଧା ଆରମ୍ଭ ହେଲାନାହିଁ.....
#ArgusNews #Odisha #Koraput #Kodingamali #Mine #Pollution