ଅର୍ଥ ରାଶି ଫେରାଇବାକୁ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ପୁଅକୁ ପୋଲିସ ନୋଟିସ
କନ୍ଧମାଳ ପୋଲିସ ଦେଇଥିବା 2 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଫେରାଇବାକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ପୁଅକୁ କରିଥିଲା ନୋଟିସ୍ । 1 ଲକ୍ଷ ଟଙ୍କା ଫେରାଇଥିବା ବେଳେ ବାକି ଟଙ୍କା ଫେରାଇ ପାରିବେ ନାହିଁ ବୋଲି କହିଛନ୍ତି ଲୋକନାଥ । ପ୍ରଶାସନ କହିଛି, ଭୁଲରେ ଯାଇଥିଲା ଟଙ୍କା । ଲୋକନାଥଙ୍କ ସ୍ଥିତିକୁ ଦେଖି ପ୍ରଶାସନ ଚାହିଁଲେ କୋହଳ କରିପାରିବ....
#ArgusNews #Odisha #Kandhamal #SwamiLaxmanandaSaraswati #Son #Lokanath