#ଶସ୍ତାଗାଡି_ନିର୍ମାଣ_କରି_ଚର୍ଚ୍ଚାରେ_ଯୁବ_ମେକାନିକ
ପାରଳାଖେମୁଣ୍ଡି ସହରରେ ରହନ୍ତି ଯୁବ ମେକାନିକ ସାଗର ରେଡ୍ଡୀ । ଡିଜେ ବଜାଇ ସହରରେ ନିଆରା ପରିଚୟ ସୃଷ୍ଟି କରିଥିବା ସାଗର ଅଚଳ ବାଇକକୁ ନୁଆଁ ରୂପ ଦେଇ ସହରରେ ପ୍ରଶଂସା ସାଉଣ୍ଟିଛନ୍ତି । ଲାଇଫ ସରିଯାଇଥିବା ଏକ ପୁରୁଣା ପଲସର ଗାଡିକୁ ବୈଦ୍ୟୁତିକ ଗାଡ଼ିରେ ପରିଣତ କରାଇ ସଡ଼କ ଉପରକୁ ଆଣିଛନ୍ତି ସାଗର...
#ArgusNews #Odisha #Gajapati #Electric_Bike #Good_News