ଚାରା ରୋପଣ ନାଁରେ ଅର୍ଥ ଚଳୁ ପଥପ୍ରାନ୍ତ ବନୀକରଣ ନାଁରେ ଖାଇଗଲେ ଟଙ୍କା । ଚାରା ରୋପଣ ଜଣେ କରିଛି... ହେଲେ ଟଙ୍କା ପାଇଛି ଆଉ କିଏ । ମିଛ କାଗଜ କଲମରେ ରାଜ୍ୟ ରାଜକୋଷରୁ ଅର୍ଥ ହରିଲୁଟ । ଆଉ ଏହି ହରିଲୁଟର କାଳ୍ପଟଦାର ସାଜିଛନ୍ତି ଖୋଦ ବନବିଭାଗ କାର୍ମଚାରୀ ଓ ଅଧିକାରୀ......
#ArgusNews #Odisha #Puri #Plantation #Corruption
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ https://argusnews.in/app