ଭିନ୍ନକ୍ଷମ ସଶକ୍ତିକରଣ ବିଭାଗରେ ବୀଭତ୍ସ କାଣ୍ଡ । ଭୁବନେଶ୍ବର ପଳାସପଲ୍ଲୀରେ ତାଲିମ କେନ୍ଦ୍ରରେ ଦେହ ବ୍ୟବସାୟ ପାଇଁ ଯୁବତୀଙ୍କୁ ଚାପ ପକାଉଥିଲେ ସମ୍ପାଦକ । ଏମିତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସଂସ୍ଥାର ଅନ୍ତେବାସୀ । ଅଡିଟ୍ ପାଇଁ ଆସୁଥିବା ଅଧିକାରୀଙ୍କ ସହ ରାତି ବିତାଇବାକୁ କୁହାଯାଉଥିଲା, ନହେଲେ ଦରମା ବନ୍ଦ ପାଇଁ ମିଳୁଥିଲା ଧମକ.....
#ArgusNews #Odisha #Bhubaneswar #Training_Center #Sex_Racket