ରାଜ୍ୟରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ଦ୍ୱିତୀୟ ପର୍ଯ୍ୟାୟରେ ବରିଷ୍ଠ ନାଗରିକ ଓ ବହୁବ୍ୟାଧି ରୋଗୀ ଥିବା 45ରୁ 59 ବର୍ଷ ବ୍ୟକ୍ତିଙ୍କୁ ଦିଆଯାଉଛି ଟିକା । ଗତ ଦୁଇ ଦିନରେ ହୋଇଛି 33, 315ଟି ଟିକାଦାନ ହୋଇଛି । ତେବେ ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ ଶରୀରରେ କେତେ ପରିମାଣର ଆଣ୍ଟିବଡି ତିଆରି ହୋଇଛି ତାହାର ପରୀକ୍ଷଣ କରାଯାଉଛି.....
#ArgusNews #Odisha #Corona #Vaccination