ଜାତୀୟ ସଡକ ସୁରକ୍ଷା ସପ୍ତାହ ଅଭିଯାନ ପରିପ୍ରେକ୍ଷୀରେ ରାଜଧାନୀରେ ସାଇକ୍ଲୋଥନ୍ ଅନୁଷ୍ଠିତ ...ଏହି ସାଇକ୍ଲୋଥନ୍ ମୁଖ୍ୟ ବାର୍ତ୍ତା ପେଡାଲ ଫର ରୋଡ଼ ସେଫଟି ଥିଲା ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ସଡକ ସୁରକ୍ଷା ନେଇ ରାଜଧାନୀବାସୀଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ...
#ArgusNews #Bhubaneswar #Cyclothon
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app