ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର କି କେହି କର୍ମଚାରୀ ନଥିଲେ... ଏହି ସମୟରେ ଜଣେ ସଫେଇ କର୍ମଚାରୀ ମାନବିକତା ଦେଖାଇଛନ୍ତି । ଗୁରୁତର ଯୁବକଙ୍କ ଆଣ୍ଠୁରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ଆସୁ ଚିକିତ୍ସା କରିଛନ୍ତି .....
#ArgusNews #Awarenes #Odisha #Anugul
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍