କେବେ ସରିବ ୱାର୍ଡ ପୁର୍ନଗଠନ ଓ ସଂରକ୍ଷଣ ପ୍ରକ୍ରିୟା.. କେବେ ହେବ ପୌର ନିର୍ବାଚନ... କାହିଁକି ବିଳମ୍ୱ ହେଉଛି ରାଜ୍ୟରେ ପୌର ନିର୍ବାଚନ..ଏସବୁ ପ୍ରଶ୍ନର ଉତ୍ତର ସରକାରଙ୍କ ପାଖରେ ନଥିବା ବେଳେ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୁର୍ଣ ରାୟ ...
#ArgusNews #Odisha #Urban_Election #High_Court #Odisha_Govt