#ବନ୍ଦ_ହେଲା_ଜଗା_ଦ୍ୱାର
ଆଜିଠୁ ପୁଣି ଭକ୍ତଙ୍କ ପାଇଁ ବନ୍ଦ ହେଲା ଶ୍ରୀମନ୍ଦିର ଦ୍ୱାର । ଅନ୍ୟପଟେ ପୁରୀ ଜିଲ୍ଲା ବାହାର ଲୋକଙ୍କ ପାଇଁ ସ୍ୱର୍ଗଦ୍ବାର ଶ୍ମଶାନରେ ଶବଦାହ ପାଇଁ ଜାରି କରାଗଲା କଟକଣା । କୋଭିଡ୍ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛନ୍ତି....
#ArgusNews #Odisha #Puri #COVID19 #SrimandirClose #SwargadwarClose