ରାଜ୍ୟରେ ଜାରି ରହିଛି ଶୀତର ଲହରୀ । ଏହାର ପ୍ରଭାବରେ ତିନି ଜିଲ୍ଲାରେ ପ୍ରବଳ ଥଣ୍ଡା ସମ୍ଭାବନା ରହିଛି । ଏଥିପାଇଁ କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେପଟେ 11ରୁ 13 ତାରିଖ ପର୍ଯ୍ୟନ୍ତ ଘନ କୁହୁଡିର ସମ୍ଭାବନା ରହିଛି । ଯାହାକୁ ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର...
#ArgusNews #Odisha #Weather #Winter