କାକଟପୁର ମା' ମଙ୍ଗଳାଙ୍କ ମନ୍ଦିର ପରିସରରେ 144 ଧାରା ଲାଗୁ । ଝାମୁଯାତ୍ରା ପାଇଁ 144 ଧାରା ଜାରି କଲା ପ୍ରଶାସନ । ଆଜି ଶେଷ ଚୈତ୍ର ମଙ୍ଗଳବାର ହୋଇଥିବାରୁ ମା' ମଙ୍ଗଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ ...
#ArgusNews #Kakatpur #Corona #Odisha