ଏଥର ଶୁଭିବନି ଆ-କା-ମା-ବୋଇ । କାର୍ତ୍ତିକ ପୂର୍ଣ୍ଣିମା ଉପରେ ଲାଗିଲା କୋରୋନା କଟକଣା । ଚଳିତ ବର୍ଷ ପାଳନ ହେବନି ଡଙ୍ଗା ଭସାଣ ଉତ୍ସବ । ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଜାରି କରିଛନ୍ତି କଟକଣା....
#ArgusNews #Odisha #Bhubaneswar #Kartik_Purnima