ଖୋଲାରେ ଚାଲିଛି ବେପାର । ପ୍ରତିଦିନ ହେଉଛି କୋଟିକୋଟି ଟଙ୍କାର ବ୍ରାଉନସଗୁଗାର ବେପାର । ଆଉ ସବୁ ଦେଖି ନଦେଖିଲା ଭଳି ରହୁଛି ବାଲେଶ୍ୱର ପୋଲିସ ଓ ଅବକାରୀ ବିଭାଗ । ଯେଉଁଥିପାଇଁ ଏବେ ଚୋରା ବ୍ରାଉନସୁଗାର ବିଜନେସ୍ର ହବ ପାଲଟିଛି ବାଲେଶ୍ବର । ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି ଧଳାଜହର କାରବାର...
#ArgusNews #Odisha #Balasore #Brownsugar