ପ୍ରଥମେ ନୋଟିସ,ପରେ ଆକ୍ସନ । ଆବସ ଗୃହ ନିର୍ମାଣରେ ବିଳମ୍ବ କରୁଥିବା ହିତାଧିକାରୀଙ୍କୁ କଡା ନିର୍ଦେଶ! ତୁରନ୍ତ ଗୃହ ନିର୍ମାଣ ନକଲେ ପହଁଞ୍ଚିପାରେ ନାଲି ଫର୍ମ ନୋଟିସ୍! ଏବଂ ନିଆଯାଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ। ଏନେଇ କଣ କହୁଛନ୍ତି ପୁରୀ ଜିଲ୍ଲା ପ୍ରକଳ୍ପ ନିଦେର୍ଶକ ଶୁଣନ୍ତୁ..
#ArgusNews #Puri #Brahmagiri #AbasYojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app