ମଣ୍ତି ସମସ୍ୟା ନେଇ ବିଜେପି ପୁଣି ପଶ୍ଚିମ ଓଡିଶାରେ ଆନ୍ଦୋଳନ କରିବ । ଆଜି ପଶ୍ଚିମ ଓଡିଶାର ୫ ଟି ଲୋକସଭାର ୩୭ ଟି ବିଧାନସଭା କ୍ଷେତ୍ରର ସମସ୍ତ ଜାତୀୟ ରାଜ ପଥ ଓ ରାଜ୍ୟରାଜ ପଥ ୩ ଘଣ୍ଟା ଧରି ଚକା ଜାମ କରିବ । ସକାଳ ୧୦ ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜଣାପଡିଛି ...#ArgusNews #Odisha #BJP #Mandi
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app