ହାଇକୋର୍ଟରେ କୁଜଙ୍ଗ ଅମୃତ ଦାସ ମୃତ୍ୟୁ ମାମଲା । ହାଇକୋର୍ଟରେ ପରିବାର ପକ୍ଷରୁ ପିଟିସନ୍ ଦାୟର ହୋଇଛି । ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ପରିବାର । ଏହାସହ କ୍ରାମବ୍ରାଞ୍ଚ ବିରୋଧରେ ସଙ୍ଗୀନ ଆରୋପ ଆଣିଛନ୍ତି ଅମୃତ ଦାସଙ୍କ ମାଆ । କହିଛନ୍ତି ବିନା ତଦନ୍ତରେ କ୍ରାଇମବ୍ରାଞ୍ଚ ରିପୋର୍ଟ ଦେଇଛି ....
#ArgusNews #Odisha #Kujanga #Jagatsinghpur