ସମବାୟ ସ୍କାମ୍ କୁ ନେଇ କାହିଁକି ମନ୍ତ୍ରୀ ଦେଉନାହାନ୍ତି ଉତ୍ତର ? ପ୍ରଶ୍ନ ପଚାରିଲେ କଣ ପାଇଁ ଦୁଆର ବନ୍ଦ କରୁଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ....ଲୋକ କୃଷି ଋଣ ସ୍କାମରେ ଫସି ହନ୍ତସନ୍ତ ହେଉଛନ୍ତି । ମନ୍ତ୍ରୀ କିନ୍ତୁ ଉପନିର୍ବାଚନରେ ଭାଷଣ ଦେଉଛନ୍ତି...କିନ୍ତୁ ଲୋକଙ୍କ ପ୍ରଶ୍ନର ଉତ୍ତର ନଦେଇ ମୁହଁ ବୁଲାଉଛନ୍ତି......