ନିଜକୁ ସୁପର ପାୱାର ଭାବୁଥିବା ପଡ଼ୋଶୀ ଚୀନକୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ କଡ଼ା ଚେତାବନୀ । ଭାରତ କାହା ସହିତ ଯୁଦ୍ଧ ଚାହେଁନି । ଆମେ ସମସ୍ତଙ୍କ ସୁରକ୍ଷାକୁ ସମର୍ଥନ ଦେଉ । ତଥାପି ଯଦି କୌଣସି ସୁପର ପାୱାର ଆମର ଆତ୍ମସମ୍ମାନ, ଗର୍ବ ଆଉ ମର୍ଯ୍ୟାଦାକୁ ଆଘାତ ଦିଏ ତାହେଲେ କଡ଼ା ଜବାବ୍ ଦେବାକୁ ସକ୍ଷମ ଦେଶର ସେନାବାହିନୀ....
#ArgusNews #National #Rajnath_Singh #China