ବଲାଙ୍ଗୀର ପାଟଣାଗଡ ସରକାରୀ ଡାକ୍ତରଖାନାରେ ଅନ୍ଧାରୀ ଚିକିତ୍ସା । ସହରର ମୁଖ୍ୟ ହସ୍ପିଟାଲରେ ବିଜୁଳି ନାହିଁ, କି ଜରୁରୀ ପରିସ୍ଥିତିରେ ଜେନେରେଟର ବ୍ୟବସ୍ଥା ବି ନାହିଁ । ମୋବାଇଲ ଫ୍ଲାସ ଲାଇଟରେ ଚାଲିଛି ଡ୍ରେସିଂ....
#ArgusNews #Bolangir #Hospital #Electricity_Problem