ବାଙ୍କୀର ବନ୍ୟା ଅଞ୍ଚଳ ବୁଲି ଦେଖିବା ସହିତ ନିଜେ ରାନ୍ଧି ବାଙ୍କୀ ଶିମିଳିପୁର ପଞ୍ଚାୟତ ସୁକୁଆ ଖେଳା ଗ୍ରାମରେ ରହୁଥିବା ସମାଜର ପଛୁଆ ବର୍ଗ ଲୋକଙ୍କୁ ଖାଦ୍ୟ ପରୋଶିଲେ ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ଏନେଇ ରାନୀ ପଣ୍ଡାଙ୍କ ସହ ସ୍ୱତନ୍ତ୍ର ଆଲୋଚନା ....
#ArgusNews #Cuttack #Banki #Flood_Situation #RaniPanda