ବିଜେଡିର ଯୋଜନା ଏବେ କେବଳ ‘ବ୍ରାଣ୍ଡ ନବୀନ’ ବିଜେଡିରେ ଏଥର ଅଲୋଡା ହେବେ ବିଜୁ ବାବୁ...ବିଜୁଙ୍କୁ ଛାଡି ବ୍ରାଣ୍ଡ ନବୀନ ବା ନବୀନଜିମର ପ୍ରମୋଣ୍ଟିଂ କରିବ ବିଜେଡି । ରାଜଧାନୀରେ ଲାଗିଥିବା ଏହି ବ୍ୟାନରରେ ହିଁ ଏହା ପ୍ରମାଣିତ କରୁଛି ବିଜୁ ନୁହେଁ ବରଂ ନବୀନଙ୍କୁ ବ୍ୟାନର ବୟ କରି ଦଳର ନୂଆ ବ୍ରାଣ୍ଡିଂ ପାଇଁ ଯୋଜନା କରିଛି ବିଜେଡି.....
#ArgusNews #Odisha #Politics #BJD Naveen Patnaik
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ https://argusnews.in/app