ବିନା ଟେଣ୍ଡରରେ ସରକାରୀ ଦୋକାନ ଘରକୁ ଟେକି ଦେଇଛନ୍ତି ସରପଞ୍ଚ । ନା କୌଣସି ରସିଦ୍, ନା କିଛି ସିକ୍ୟୁରିଟି ଅଛି । ମୌଖିକ ଭାବେ ନିଜ ଲୋକଙ୍କୁ ସରକାରୀ ଘର ଟେକି ଦେଇଛନ୍ତି ସରପଞ୍ଚ.....
#ArgusNews #Odisha #Dhenkanal #Scam
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app