ବିପଦରେ ଯାଜପୁର ଜିଲ୍ଲାର ପୁରାତନ ଐତିହ୍ୟ । ଐତିହ୍ୟ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ବରାଦ ହେଉଥିବାବେଳେ ବାସ୍ତବ ଚିତ୍ର କିନ୍ତୁ ସଂପୂର୍ଣ୍ଣ ଭିନ୍ନ । କାଗଜ କଲମରେ ଐତିହ୍ୟ ସୁରକ୍ଷା ନାଁରେ ଟଙ୍କା ଲୁଟ ହେଉଥିବାବେଳେ ମାଟିରେ ମିଶିଲାଣି ଐତିହ୍ୟ ସ୍ଥଳ ...
#ArgusNews #Jajpur #Odisha #Heritage #AncientHistoryinTrouble