କୋଟିଆ ଉପରେ ଆନ୍ଧ୍ରର ମାଲିକଗିର । କୋଟିଆ ଆନ୍ଧ୍ରର ଥିଲା ଅଛି ଓ ରହିବ କହି ସୁପ୍ରିମକୋର୍ଟରେ ଜବାବ ଦାଖଲ କରିବା ପରେ ଏହି ପ୍ରସଙ୍ଗ ଅଧିକ ବିବାଦୀୟ ହୋଇଛି । ଖାଲି ଏତିକି ନୁହେଁ ବିବାଦୀୟ ଅଞ୍ଚଳରେ ପୂର୍ବରୁ ନିର୍ବାଚନ ହେଉଥିଲା ଓ ଏବେ କରାଯାଉଛି କହି ଆନ୍ଧ୍ର ନିଜର ଦାଦାଗିରି ଦେଖାଇଥିବା ବେଳେ ଏପଟେ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ତୁମ୍ବିତୋଫାନ କରିଛନ୍ତି ବିରୋଧୀ....
#ArgusNews #Odisha #Kotia_Issue #Vidhansabha #Dabangagiri