ଚାଷୀଙ୍କ ଚିନ୍ତା ବଢ଼ାଇଛି ସାର । ସମବାୟ ସମିତି ମାନଙ୍କରେ ସାରର ଅଭାବ ଥିବାବେଳେ ବଜାରରେ ଚଢ଼ା ଦର । ଯାହାକୁ ନେଇ ଚିନ୍ତା ଘାରିଛି ଚାଷୀଙ୍କୁ । ସେପଟେ ରାଜ୍ୟ କୃଷି ବିଭାଗର ଅପାରଗତା ଓ ସ୍ଥାଣୁତା ଯୋଗୁଁ ଓଡିଶାର ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ....
#ArgusNews #Subarnapur #Fertilizer_Issue #Farmer #BJP