ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ସୁରକ୍ଷା ଜୋନ ଓ ଐତିହ୍ୟ କରିଡର ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଛି। ପ୍ରାୟ ୮୭ପ୍ରତିଶତ ଜମି ଅଧିଗ୍ରହଣ ସରିଥିବାବେଳେ ବିଭିନ୍ନ କାରଣରୁ 13 ପ୍ରତିଶତ ଜମି ଅଧିଗ୍ରହଣ ହୋଇପାରିନଥିବା ଜଣାପଡିଛି ....
#ArgusNews #Puri #Odisha #Srimandira #JagannathTemple #WorldHeritageCity
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app