ଶ୍ରୀମନ୍ଦିର ବାଇଶି ପାହାଚରେ ପଡି ଜଣେ ଭକ୍ତ ଆହତ ହୋଇଛନ୍ତି। ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ତେଵେ ଆମ୍ବୁଲାନ୍ସ ନଥିବା ଯୋଗୁଁ ଆହତ ଭକ୍ତ ଡାକ୍ତରଖାନା ଯିବାପାଇଁ ନାନାଦି ଅସୁବିଧାର ସମ୍ମୁଖୀନ ହୋଇଥିଲେ ...
#ArgusNews #Odisha #Puri #Srimandira #Injured