ଝାରପଡ଼ା ଜେଲରୁ ମୁକୁଳିଲେ ମୃତ ଉଲ୍ଲାସ ଜେନାଙ୍କ ପରିବାର । 14ଦିନ ଧରି ଜେଲରେ ପରେ ସେମାନେ ମୁକୁଳିଛନ୍ତି । ବିଧାନସଭା ସମ୍ମୁଖରେ ଆତ୍ମାହୂତି ଉଦ୍ୟମ ବେଳେ ସେମାନଙ୍କୁ ଗିରଫ କରିଥିଲା ପୋଲିସ । ଜଗତସିଂହପୁର ଉଲ୍ଲାସ ଜେନା ମୃତ୍ୟୁକୁ 5 ବର୍ଷ ବିତି ଥିଲେ ସୁଦ୍ଧା ଏବେବି ନ୍ୟାୟ ଅପେକ୍ଷାରେ ପରିବାର ....
#ArgusNews #Bhubaneswar #Jagatsingpur