ନୀଳଗିରି ମେଡ଼ିକାଲର ଦୟନୀୟ ସ୍ଥିତି । ନାହାନ୍ତି ପର୍ଯ୍ୟାପ୍ତ ଡାକ୍ତର କି ନର୍ସ । ରାତିରେ ଗୋଟିଏ ଡାକ୍ତରଙ୍କୁ ନେଇ ଚାଲିଛି ଶହ ଶହ ରୋଗୀଙ୍କ ଚିକିତ୍ସା ଏମିତିକି ହସ୍ପିଟାଲରେ ନାହିଁ ସ୍ବାସ୍ଥ୍ୟ ଉପଯୋଗୀ ଉପକରଣ । ହନ୍ତସନ୍ତ ହେଉଛନ୍ତି ରୋଗୀ.....
#ArgusNews #Odisha #Balasore #Nilagir #Medical_Issue