ମାଲକାନଗିରିରେ ଲାଲବାହିନୀର ତାଣ୍ଡବ
ପୁଣି ଥରେ ନିଜ ଉପସ୍ଥିତି ଜାହିର କଲେ ମାଓବାଦୀ । ମାଥିଲି ଥାନା ଅନ୍ତର୍ଗତ ଗୁଗାପଦର ନିକଟସ୍ଥ ଜଙ୍ଗଲ ରାସ୍ତାରେ ବିସ୍ଫୋରଣ ଘଟାଇଲେ ମାଓବାଦୀ । ଆଇଡି ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି.....
#ArgusNews #Odisha #Malkangiri #Maoist
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app