ନୁଆ ରୂପ ପାଇବ ଐତିହାସିକ କଳିଙ୍ଗ ଷ୍ଟୁଡିଓ। ହାଇଦ୍ରାବାଦର ରାମୋଜୀ ଫିଲ୍ମି ସିଟି ଶୈଳୀରେ ନିର୍ମାଣ ହେବ ଅତ୍ୟାଧୁନିକ ସିନେମା ଷ୍ଟୁଡିଓ। ଯେଉଁଠି ଗୋଟିଏ ସ୍ଥାନରେ ଉପଲବ୍ଧ ରହିବ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ସୁଯୋଗ ...କିନ୍ତୁ କଳିଙ୍ଗ ଷ୍ଟୁଡିଓକୁ ଷ୍ଟେଟ ଅଫ ଦ ଆର୍ଟ" କରିବା ଯୋଜନା ସଫଳ ହେବ ତ....
#ArgusNews #Odisha #Bhubaneswar #Kaling_Studio