କରୋନା କଟକଣା ଭିତରେ ଷ୍ଟିଲ ସିଟି ରେ ରଙ୍ଗର ପର୍ବ ହୋଲି କୁ ନିଜ ନିଜ ଘରେ ନିଜ ପରିବାର ଏବଂ ଆତ୍ମୀୟ ସ୍ୱଜନ ଙ୍କ ସହ ଖୁସିରେ ପାଳନ କରିଛନ୍ତି ସହର ବାସୀ । ନିଜ ଘରେ ବାଜା ବଜେଇ ପରସ୍ପର କୁ ମିଠା ଖୁଆଇ ହର୍ବଲ ଅଭିର ରେ ସେଲିବ୍ରେସନ କରିଛନ୍ତି....
#ArgusNews #Odisha #Rourkela #harbalHoli #covidguidelines