ଥିଲା ବାଲାଙ୍କୁ ମିଳିଲା....ନଥିଲା ବାଲାଙ୍କୁ ନାହିଁ....ଅଯୋଗ୍ୟ ହିତାଧିକାରୀଙ୍କୁ ଭେଣ୍ଡିଂ ଜୋନ... ଭେଣ୍ଡିଂ ଜୋନ ବଣ୍ଟନରେ ସିଏମସିର ପାତର ଅନ୍ତର । ନିର୍ମାଣ ହୋଇଛି 160 ଦୋକାନ । ହେଲେ 106 ଜଣଙ୍କୁ ଦିଆଗଲା ଭେଣ୍ଡିଂ ଜୋନ୍ ..। ଯାହାକୁ ନେଇ ପାତର ଅନ୍ତର କରାଯାଉଥିବା ଅଭିଯୋଗ ଆଣିଛନ୍ତି କିଛି ପଞ୍ଜିକୃତ ଉଠା ଦୋକାନୀ...
#ArgusNews #Cuttack #vending_zone #CMC