ପ୍ରଳୟଙ୍କାରୀ ବାତ୍ୟା ଫନିକୁ ବିତିଲାଣି ଦୁଇ ବର୍ଷରୁ ଅଧିକ ସମୟ । କିନ୍ତୁ ଏବେ ବି ଫନି ଦ୍ୱାରା ପ୍ରଭାବିତ ବିଭିନ୍ନ କ୍ଷେତ୍ର ଅବହେଳିତ । ଦୀର୍ଘ ଦୁଇବର୍ଷ ପରେ ବି ଅନ୍ଧକାରରେ ରହିଛି କିଛି ଅଂଚଳ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତାର ଅଧିକ ଅଂଚଳ ଏବେ ବି ଅନ୍ଧାରରେ...
#ArgusNews #Odisha #Puri #CycloneFani #affected