#କ୍ୟାରିୟରକୁ_ନେଇ_ଚିନ୍ତାରେ_ଛାତ୍ରଛାତ୍ରୀ !
ପ୍ରାକ୍ଟିକାଲ ପାଠ୍ୟକ୍ରମ ନେଇ ସମାଧାନ ହେଉନି ଦ୍ଵନ୍ଦ୍ଵ। ଅନଲାଇନ କ୍ଲାସରେ ବାଧା ସାଜୁଛି ନେଟୱର୍କ ସମସ୍ୟା। ପାଠ ପଢାକୁ ନେଇ ସମସ୍ୟାର ସମ୍ମୁଖୀନ ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ...
#ArgusNews #Odisha ##student_career #engineering_Student #Online_Class