ସମ୍ବଲପୁର ପୁଣି ସାମ୍ନାକୁ ଆସିଲା ରାଗିଂ ଘଟଣା । ଏଥର ଛାତ୍ର ନୁହେ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ । ପ୍ରଥମେ ଭିମସାର ପରେ ଭିସୁଟ ଏବେ ମାଝୀପାଲି ସ୍ଥିତ ହୋମିଓପାଥି ମେଡିକାଲ କଲେଜ ର ୪ ଜଣ ଛାତ୍ରୀଙ୍କୁ ରାଗିଂ କରାଯାଇଛି ...
#ArgusNews #Sambalpur #Ragging #StudentRagging