ମାଲକାନଗିରିରେ ମାଓବାଦୀଙ୍କ ତାଣ୍ଡବ । ଆଇଇଡି ବିସ୍ଫୋରଣରେ ଯବାନ ଗୁରୁତର । ମାଥିଲିରେ ଯବାନଙ୍କୁ ଟାର୍ଗେଟ୍ କରି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ମାଲକାନଗିରିରେ କିଛି ଦିନ ବ୍ୟବଧାନ ପରେ ମାଓବାଦୀ ନିଜର ସ୍ଥିତି ଜାହିର କରିଛନ୍ତି । ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ଦଲଦଲି ଜଙ୍ଗଲରେ ମାଓବାଦୀମାନେ ଯବାନଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ବିସ୍ପୋରଣ କରିଛନ୍ତି। ଏହି ବିସ୍ପୋରଣରେ ଜଣେ ଯବାନ ଗୁରୁତର ଆହତ ହେଇଛନ୍ତି...
#ArgusNews #OdishaNews #Malkangiri #BSFjawan
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app