Suvendu confident to defeat Mamata, urges people to have faith
ରାଜ୍ୟରେ ଆବଶ୍ୟକ ଅନୁସାରେ ପୂରଣ ହୋଇପାରୁନାହିଁ ବିଚାରପତିଙ୍କ ପଦ
ଓଡିଶା ହାଇକୋର୍ଟ ସମେତ ବିଭିନ୍ନ ଜିଲ୍ଲା କୋର୍ଟରେ ଖାଲି ପଡିଛି ବିଚାରପତିଙ୍କ ପଦ। ସମୟ ଅନୁସାରେ ପୂରଣ ହୋଇପାରୁ ନାହିଁ ବିଚାରପତିଙ୍କ ପଦ। ଯାହା ଫଳରେ ବଢୁଛି ବିଚାରାଧୀନ ମାମଲା। କେବଳ ହାଇକୋର୍ଟରେ 12 ଜଣ ବିଚାରପତିଙ୍କ ପଦ ଖାଲି ପଡିଥିବା ବେଳେ ଆସନ୍ତା 6 ମାସରେ ଆହୁରି ଦୁଇଟି ପଦ ଖାଲି ପଡ଼ିବ। ହାଇକୋର୍ଟ ସମେତ ଜିଲ୍ଲା କୋର୍ଟକୁ ମିଶେଇ 153ଟି ବିଚାରପତିଙ୍କ ପଦ ଖାଲି ପଡିଛି ବୋଲି ଆଇନ ବିଭାଗ ତଥ୍ୟ କହୁଛି.......
#ArgusNews #Odisha #High_Court #Judge #Vacancy
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app