ସାରା ରାଜ୍ୟରେ କରନା ର ଦ୍ଵିତୀୟ ଲହର ଖେଳି ଯାଇଥିବା ବେଳେ, ଏହାକୁ ପ୍ରତିରୋଧ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ତତ୍ପର ହେବାରେ ଲାଗିଛି l ସଂକ୍ରମଣ କୁ ରୋକିବା ପାଇଁ ଆଜି ଜିଲ୍ଲା ରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ହେଲଥ ସ୍କ୍ରିନିଂ...
#ArgusNews #Odisha #Ganjam #Screening #Door_to_door #Coronaoutbreak