ବିବାଦୀୟ ବୁଦ୍ଧଲିଙ୍ଗ-ରମ୍ଭାପୁର ମାମୁଁ-ଭଣଜା ଘାଇ କେମିତି ହେଲା ?
24 କୋଟି ଟଙ୍କା ବ୍ୟୟରେ ବନ୍ଧର ମଜଭୂତକରଣ ହୋଇଥିବା ବେଳେ ଏତେ ମଜଭୂତ ବନ୍ଧରେ ଘାଇ ହେଲା କେମିତି ? କେଲୁଅ ବନ୍ଧରେ ନିମ୍ନମାନର କାମ ହୋଇଥିଲା କି ? ଏହାର ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ.....
ସେପଟେ ଏହି ଘଟଣାରେ ସିଧାସିଧା ବିବାଦକୁ ଆସିଥିଲେ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟ ଓ ତାଙ୍କର ଜେଇଇ ମାମୁଁ ନରେନ୍ ଓରଫ ବାଦଲ ଜେନା । ମାମୁଁ ଓ ଭଣଜାଙ୍କ କାର୍ଯ୍ୟକୁ ନେଇ ସେବେ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଆଉ ଖୋଦ୍ ଶାସକ ଦଳର ଜଣେ ହେଭିୱେଟ୍ ବିଧାୟକଙ୍କ ବିରୋଧରେ ଅଭିଯୋଗ ଥିବା ବେଳେ ତଦନ୍ତ ସଠିକ୍ ବାଟେ ଯିବ ତ ଏହାକୁ ନେଇ ଉଠିଛି ପ୍ରଶ୍ନ........
#ArgusNews #Odisha #Jajpur #Mamu_Bhanja #Canal Pranab Kumar Balabantaray
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app