ଅନଶନରେ ଛାତ୍ରଛାତ୍ରୀ... ଜିଦରେ କତୃପକ୍ଷ... କୋର୍ସ ଫି ଓ ରି ଆଡମିଶନ ଫି ହ୍ରାସ କରିବା ସହ ବିଭିନ୍ନ ଦାବି ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟର ମିଳିତ ଛାତ୍ର ସମନ୍ଵୟ ସଂଗଠନ ପକ୍ଷରୁ ଧାରଣା ଦିଆଯାଇଛି...
#ArgusNews #Cuttack #Student_Strike #Ravenshaw_University
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app