କୂଳ ବେଉସା ଛାଡ଼ୁଛନ୍ତି ମତ୍ସ୍ୟଜୀବୀ । ସମୟ ଥିଲା ଗଞ୍ଜାମ ଖଲିକୋଟ ବ୍ଳକ ଅନ୍ତର୍ଗତ ପଥରା ପଞ୍ଚାୟତର ଲୋକେ ଚିଲିକା ଉପରେ ନିର୍ଭର କରି ନିଜର ରୋଜଗାର କରି ଆସୁଥିଲେ ଏବଂ ଡଙ୍ଗା ଥିଲା ଜୀବିକା ନିର୍ବାହର ମାଧ୍ୟମ। କିନ୍ତୁ ଏବେ ଚିଲିକାରେ ବଢ଼ୁଛି ଚିଙ୍ଗୁଡ଼ି ଘେରି । ଯାହାକୁ ନେଇ ମତ୍ସ୍ୟଜୀବୀ ଏବେ ବେଉସା ହରାଉଛନ୍ତି....
#ArgusNews #Odisha #Ganjam #FisherMan