ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ପେଲେସ ସମ୍ମୁଖରେ ଏଭଳି ଘଟଣା ଦେଖିବାକୁ ମିଳିଛି..ପରିଣତ ବୟସରେ ବାପାକୁ ପର କରିଦେଇଛନ୍ତି ପୁଅ ବୋହୁ । ନିଜ ଘରେ ରହିବାକୁ ମିଳୁନି ଜାଗା । ଫଳରେ ନିଜର ହକ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି ।#ArgusNews #Odisha #Gajapati #Kickedout #Oldfather