ଗୋଟେ ପଟେ ରାଜ୍ୟ ସରକାର ସ୍ୱଚ୍ଛତାର କଥା କହି 5tକୁ ଅନୁପାଳନ କରିବାକୁ ଜନ ପ୍ରତିନିଧିଙ୍କୁ କହୁଛନ୍ତି ଏବଂ ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ମଧ୍ୟ ଦେଉଛନ୍ତି । ବିଶେଷ କରି ଲୋକ ପ୍ରତିନିଧିଙ୍କୁ ସ୍ୱଚ୍ଛତା ଏବଂ ଦକ୍ଷତା ଉପରେ ଫୋକସ କରିବାକୁ ତାଗିଦ ମଧ୍ୟ କରୁଛନ୍ତି ସରକର । ସେହିପରି ଅନିୟମିତତାକୁ କୌଣସି ପ୍ରକାର ବରଦାସ୍ତ କରାଯିବନି ବୋଲି ଫତୱା ମଧ୍ୟ ଜାରି କରିଛନ୍ତି ରାଜ୍ୟ ସରକାର...
#ArgusNews #Odisha #Khordha #Rajnagar #Sarapanch #5T