ସୀମା ବିବାଦ ପ୍ରସଙ୍ଗରେ ସରଗରମ ହୋଇ ପାରେ ବିଧାନସଭା । ଗୃହରେ ଆଲୋଚନା ପାଇଁ ମୁଲତବୀ ନୋଟିସ ଦେଇଛି ବିଜେପି । ସରକାରଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀ ଘେରି ପାରନ୍ତି । ସୁପ୍ରିମକୋର୍ଟରେ କୋଟିଆ ପ୍ରସଙ୍ଗକୁ ନେଇ କେଶ ଚାଲିଥିବା ବେଳେ ବିଧାନସଭାରେ ସୀମା ବିବାଦ ଆଲୋଚନା ନେଇ ମନ୍ତ୍ରୀଙ୍କ ଉତ୍ତର ଉପରେ ସମସ୍ତଙ୍କ ନଜର ....
#ArgusNews #Assembly #Bhubaneswar #AndhraBorderIssue
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app