ରାଜଧାନୀ ଭୁବନେଶ୍ବରରେ ରେ ହୁ ହୁ ହୋଇ ବଢିଚାଲିଛି ସଂକ୍ରମଣ...
ସଂକ୍ରମଣର ଚେନକୁ ବ୍ରେକ ଦେବା ପାଇଁ ସାରା ରାଜ୍ୟରେ ଲକଡାଉନ ଜାରି ରହିଛି...ଭୁବନେଶ୍ବରର ବିଭିନ୍ନ ଛକରେ କଡା ନାକାବନ୍ଦୀ ସତ୍ତ୍ବେ ରାଜଧାନୀର ବିଭିନ୍ନ ବସ୍ତିରେ ସଂମକ୍ରମଣ ଆକାଶ ଛୁଆଁ...
#ArgusNews #Odisha #Bhubaneswar #Basti #Corona #lockdown