#ପୁଣି_ସ୍ୱେରେଜରେ_ମୃତ୍ୟୁ
ଚାଲି ଗଲା ଦୁଇ ଦୁଇଟି ଜୀବନ...ଜୀବନ ବଞ୍ଚାଇବା ବଦଳରେ ପୋଲିସ ଦେଖାଇଲା ନୀତି ନିୟମ !... ଥାନା ସୀମା ଦେଖୁ ଦେଖୁ ଚାଲିଗଲା ଜୀବନ...ସେଇଟା ଆମ ଏରିଆ ନୁହେଁ...ଆମେ ଯାଇପାରିବୁ ନାହିଁ...ସେଇଟା ଫେଜ-୨ ଥାନା ଏରିଆର...
#ArgusNews #Odisha #Cuttack #Sewerage #Police