ଉପରମୁହାଁ କରୋନା ମିଟର । ଦେଶରେ ପୁଣି ଥରେ ହୁ ହୁ ବଢିଚାଲିଛି ସଂକ୍ରମଣ । ତେବେ ରାଜ୍ୟ ପାଇଁ ପୁଣି ଥରେ ଚିନ୍ତାର କାରଣ ପାଲଟିବାକୁ ବସିଛି ଗଞ୍ଜାମ । ସୁରତ ଓ ମହାରାଷ୍ଟ୍ର ପରି ସଂକ୍ରମଣ ପ୍ରବଣ ସ୍ଥାନରୁ ଶହଶହ ପ୍ରବାସୀ ଭିଟାମାଟିକୁ ଫେରୁଛନ୍ତି ...
#ArgusNews #Odisha #Bramhapur #Corona #Ganjam #MigrantLabour #CoronaTerror